ଅର୍ଥ : ଶକ୍ତିଶାଳୀ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଶରୀରର ବଳିଷ୍ଠତାପାଇଁ ସେ ପ୍ରତିଦିନ କସରତ କରନ୍ତି
							
ସମକକ୍ଷ : ପୁଷ୍ଟତା, ପୁଷ୍ଟି, ଶକ୍ତିମତ୍ତା, ଶକ୍ତିଶାଳିତା
ଅନ୍ୟ ଭାଷାରେ ଅନୁବାଦ :
शक्तिशाली होने की अवस्था या भाव।
शरीर की बलिष्ठता के लिए वह प्रतिदिन व्यायाम करता है।