ଅର୍ଥ : କୌଣସି ଜିନିଷ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବା ନେଉଥିବାର କ୍ରିୟା
							ଉଦାହରଣ : 
							ଜିନିଷପତ୍ର ବହନ କରିବାପାଇଁ  ସେ କୁଲିକୁ ଡାକିଲା
							
ସମକକ୍ଷ : ପରିବହନ
ଅନ୍ୟ ଭାଷାରେ ଅନୁବାଦ :
The act of moving something from one location to another.
conveyance, transfer, transferral, transport, transportation