ଅର୍ଥ : କହିବା ବା ବତେଇବା ବ୍ୟକ୍ତି
							ଉଦାହରଣ : 
							ବେଦାନ୍ତ ଯେଉଁ ଅର୍ଥର ବାଚକ, ସେହି ଅର୍ଥକୁ ଗ୍ରହଣ ନ କଲେ ସଂସାରର ଧର୍ମ ଗୋଟିଏ ହେବନାହିଁ
							
ସମକକ୍ଷ : ଦ୍ୟୋତକ, ବାଚକ, ବୋଧକ, ସୂଚକ
ଅନ୍ୟ ଭାଷାରେ ଅନୁବାଦ :
(usually followed by `of') pointing out or revealing clearly.
Actions indicative of fear.