ଅର୍ଥ : ଯେ ଯାଦୁଖେଳ କରେ
							ଉଦାହରଣ : 
							ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
							
ସମକକ୍ଷ : ଐନ୍ଦ୍ରଜାଲିକ, ଯାଦୁଗର
ଅନ୍ୟ ଭାଷାରେ ଅନୁବାଦ :
Someone who performs magic tricks to amuse an audience.
conjurer, conjuror, illusionist, magician, prestidigitatorଅର୍ଥ : ଯେ କୁହୁକ ବା ଯାଦୁ କରନ୍ତି
							ଉଦାହରଣ : 
							ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
One who practices magic or sorcery.
magician, necromancer, sorcerer, thaumaturge, thaumaturgist, wizard