ଅର୍ଥ : ଗୋଟିଏ ପ୍ରକାର ଧାନ
							ଉଦାହରଣ : 
							ବାଦାମୀ ଧାନର  ଦର କୁଇଣ୍ଟାଲ ପ୍ରତି ଶାତଶହ ଟଙ୍କା
							
ସମକକ୍ଷ : ବାଦାମୀ ଧାନ
ଅନ୍ୟ ଭାଷାରେ ଅନୁବାଦ :
Rice in the husk either gathered or still in the field.
paddyଅର୍ଥ : ଗୋଟିଏ ପ୍ରକାର ଆମ୍ବ
							ଉଦାହରଣ : 
							ଏଥର ବାଦାମୀ ଆମ୍ବ ଅଳ୍ପ ଶସ୍ତା ହୋଇଛି
							
ସମକକ୍ଷ : ବାଦାମୀ ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mangoଅର୍ଥ : ବାଦାମୀ ରଙ୍ଗର ଘୋଡ଼ା ଧାନ
							ଉଦାହରଣ : 
							ତାଙ୍କ ବାଦାମୀ ଘୋଡ଼ା ବହୁତ ଯୋରରେ ପଳାଉଛି
							
ସମକକ୍ଷ : ବାଦାମୀ ଘୋଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାଦାମୀ ଆମ୍ବର ଗଛ
							ଉଦାହରଣ : 
							ମୁଁ ଏଥର ଆମ୍ବତୋଟାରେ ଆଉ ଦଶଟି ବାଦାମୀ ଆମ୍ବ ଗଛ ଲଗାଇଛି
							
ସମକକ୍ଷ : ବାଦାମୀ ଆମ୍ବ ଗଛ, ବାଦାମୀ ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango tree