ଅର୍ଥ : ପଶ୍ଚାତାପ ସହିତ ଅପ୍ରିୟ ଜଣାପଡ଼ିବା
							ଉଦାହରଣ : 
							ତାର ଏମିତି ରାଗି ହୋଇ ଚାଲିଯିବା ମୋତେ ବହୁତ ବାଧିଲା
							
ସମକକ୍ଷ : ଅପମାନିତ ଲାଗିବା, ଖରାପ ଲାଗିବା
ଅନ୍ୟ ଭାଷାରେ ଅନୁବାଦ :
Feel sad about the loss or absence of.
regretଅର୍ଥ : କାହାରି ବ୍ୟଙ୍ଗପୂର୍ଣ୍ଣ କଥାରେ ଦୁଃଖୀହେବା
							ଉଦାହରଣ : 
							ତାଙ୍କ କଥା ମୋତେ ବାଧିଲା
							
ସମକକ୍ଷ : କଷ୍ଟବୋଧ ହେବା, ପୀଡାଦେବା
ଅନ୍ୟ ଭାଷାରେ ଅନୁବାଦ :