ଅର୍ଥ : ଯାହା ବୃଦ୍ଧି ପାଉଛି ବା ବିକଶିତ ହେଉଛି
							ଉଦାହରଣ : 
							ତାର ବଢ଼ନ୍ତି ବେପାର ହଠାତ୍ ବନ୍ଦ ହୋଇଗଲା
							
ଅନ୍ୟ ଭାଷାରେ ଅନୁବାଦ :
जो फल-फूल रहा हो या विकास कर रहा हो।
उसका फलता-फूलता व्यापार अचानक चौपट हो गया।Very lively and profitable.
Flourishing businesses.ଅର୍ଥ : ଯେ ଉଚ୍ଚ ବା ଯେଉଁଥିରେ ବହୁତ ସଂଶୋଧନ ହୋଇଛି
							ଉଦାହରଣ : 
							ଆମେରିକା ଗୋଟିଏ ବିକଶିତ ରାଷ୍ଟ୍ର
							
ସମକକ୍ଷ : ଅଭ୍ୟୁଥିତ, ଉନ୍ନତ, ସୁବିକଶିତ
ଅନ୍ୟ ଭାଷାରେ ଅନୁବାଦ :
(used of societies) having high industrial development.
Developed countries.