ଅର୍ଥ : ଭାଙ୍ଗିବା, ଖଣ୍ଡିତ ହେବା ବା ବିଭାଜିତ ହେବାର ପ୍ରକ୍ରିୟା
							ଉଦାହରଣ : 
							କୌଣସି ନା କୌଣସି ସମାଜର ବିଘଟନ ତାକୁ ଦୁର୍ବଳ କରିଦିଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ଅବୟବରେ ବିଭକ୍ତ ହେବାର ପ୍ରକ୍ରିୟା
							ଉଦାହରଣ : 
							ପାଣିର ବିଘଟନ ଅକ୍ସିଜେନ ଏବଂ ହାଇଡ୍ରୋଜେନ ରୂପରେ ହୋଇଥାଏ
							
ସମକକ୍ଷ : ଅପଘଟନ
ଅନ୍ୟ ଭାଷାରେ ଅନୁବାଦ :
(biology) the process of decay caused by bacterial or fungal action.
breakdown, decomposition, putrefaction, rot, rotting