ଅର୍ଥ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
							ଉଦାହରଣ : 
							ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
							
ସମକକ୍ଷ : ଅଲଗା, ବିଚ୍ଛେଦ, ମୂଳଉତ୍ପାଟନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଲଗା ବା ପୃଥକ କରାଯାଇଥିବା
							ଉଦାହରଣ : 
							କାରିଗର ଯନ୍ତ୍ରର ବିଚ୍ଛିନ୍ନ ଅଂଶକୁ ଯୋଡୁଛି
							
ଅନ୍ୟ ଭାଷାରେ ଅନୁବାଦ :