ଅର୍ଥ : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							ଉଦାହରଣ : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
ସମକକ୍ଷ : ବହିଷ୍କୃତ
ଅର୍ଥ : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							ଉଦାହରଣ : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
ସମକକ୍ଷ : ବହିଷ୍କୃତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							ଉଦାହରଣ : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
ସମକକ୍ଷ : ଦୂରୀକୃତ, ବହିଷ୍କୃତ, ବାହାରକରାଯାଇଥିବା
ଅନ୍ୟ ଭାଷାରେ ଅନୁବାଦ :