ଅର୍ଥ : ବ୍ୟବସାୟରେ ପୁଞ୍ଜି ଲଗାଇବା ପ୍ରକ୍ରିୟା
							ଉଦାହରଣ : 
							ସେ ପ୍ରତିବର୍ଷ ନିଜ ଆୟର ପ୍ରାୟ ଅଧା ବିନିଯୋଗ କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
The act of investing. Laying out money or capital in an enterprise with the expectation of profit.
investing, investmentଅର୍ଥ : କୌଣସି ଫଳ ଉଦ୍ଦେଶ୍ୟରେ ଏକ ବସ୍ତୁର ଉପଯୋଗ
							ଉଦାହରଣ : 
							କୋଟିକୋଟି ଟଙ୍କାରୁ ମଧ୍ୟ ଅଧିକ ଅନୁପୂରକ ଦାବି ଓ ସେହି ସମ୍ବନ୍ଧୀୟ ବିନିଯୋଗ ବିଧେୟକକୁ ଗୃହୀତ କରିଦେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
							ଉଦାହରଣ : 
							ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
							
ସମକକ୍ଷ : ଉପଯୋଗ, କାମ, ପ୍ରୟୋଗ, ବ୍ୟବହାର
ଅନ୍ୟ ଭାଷାରେ ଅନୁବାଦ :
The act of using.
He warned against the use of narcotic drugs.ଅର୍ଥ : କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା
							ଉଦାହରଣ : 
							ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା
							
ଅନ୍ୟ ଭାଷାରେ ଅନୁବାଦ :