ଅର୍ଥ : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
							ଉଦାହରଣ : 
							କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
Marked by or capable of arousing controversy.
The issue of the death penalty is highly controversial.ଅର୍ଥ : ଯେଉଁ ବିଷୟରେ ବିବାଦ ହୁଏ
							ଉଦାହରଣ : 
							ଦୁଇ ପକ୍ଷ ବିବାଦିତ ସମସ୍ୟା ଉପରେ ବୁଝାମଣା କରିନେଲେ
							
ସମକକ୍ଷ : ବିବାଦ ସମ୍ବଳିତ, ବିବାଦପୂର୍ଣ୍ଣ, ବିବାଦିତ
ଅନ୍ୟ ଭାଷାରେ ଅନୁବାଦ :
जिसके विषय में विवाद हो।
दोनों पक्षों ने विवादित मसले पर समझौता कर लिया।Subject to disagreement and debate.
disputed