ଅର୍ଥ : ସାଂସାରିକ ବସ୍ତୁ ତଥା ସୁଖପ୍ରତି ଅନୁରାଗ ବା ଆସକ୍ତି ସଂପୂର୍ଣ୍ଣରୂପେ ତ୍ୟାଗ କରିଥିବା ବ୍ୟକ୍ତି
							ଉଦାହରଣ : 
							ବୈରାଗୀଙ୍କ ଦର୍ଶନପାଇଁ ଭିଡ଼ ହେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୈଷ୍ଣବ ମତକୁ ମାନୁଥିବା ସାଧୁ
							ଉଦାହରଣ : 
							ଗାଁ ବାହାର ମନ୍ଦିରରେ ଜଣେ ବୈରାଗୀ ରହନ୍ତି
							
ସମକକ୍ଷ : ବୈରାଗୀ, ବୈଷ୍ଣବ ସାଧୁ
ଅନ୍ୟ ଭାଷାରେ ଅନୁବାଦ :