ଅର୍ଥ : ଯେ ବିପକ୍ଷରେ ଅଛି
							ଉଦାହରଣ : 
							ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ
							
ସମକକ୍ଷ : ପ୍ରତିପକ୍ଷୀ, ବିପକ୍ଷବାଦୀ, ବିରୋଧିମାନେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ବିରୁଦ୍ଧରେ ଥାଏ
							ଉଦାହରଣ : 
							ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ
							
ସମକକ୍ଷ : ପ୍ରତିପକ୍ଷୀ, ବିପକ୍ଷୀୟ
ଅନ୍ୟ ଭାଷାରେ ଅନୁବାଦ :
जो विरुद्ध में हो।
इस बार के चुनाव में उसने विरोधी दल से हाथ मिला लिया।ଅର୍ଥ : ଖରାପ ଭାବରେ
							ଉଦାହରଣ : 
							ଲୋକମାନେ ତାକୁ ଶତ୍ରୁଭାବାପନ୍ନ ହୋଇ ପିଟିଲେ
							
ସମକକ୍ଷ : ଅପ୍ରସନ୍ନ, ଶତ୍ରୁଭାବାପନ୍ନ
ଅନ୍ୟ ଭାଷାରେ ଅନୁବାଦ :