ଅର୍ଥ : କାନ୍ଦିକରି ଦୁଖ ପ୍ରକଟ କରିବାର କ୍ରିୟା ବା ଭାବ
						 
						 
					
							ଉଦାହରଣ : 
							ରାମଙ୍କ ବନ ଗମନର ଖବର ଶୁଣି ଅଯୋଧ୍ୟାବାସୀ ବିଳାପ କରିବାକୁ ଲାଗିଲେ
							
					
							ସମକକ୍ଷ : 
							କନ୍ଦା-କଟା, କାନ୍ଦ, କ୍ରନ୍ଦନ, ରୋଦନ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												रोकर दुख प्रकट करने की क्रिया या भाव।
												राम के वन गमन का समाचार सुनकर अयोध्या वासी विलाप करने लगे।
														
													रोना-धोना, 
विलाप