ଅର୍ଥ : ବିଶିଷ୍ଟ ହେବାର ଅବସ୍ଥା ବା ଭାବ ବା ଗୁଣ
							ଉଦାହରଣ : 
							ହୀରାର ବିଶିଷ୍ଟତା ହେଲା ଏହା ଅନ୍ଧାରରେ ବି ଚମକୁଥାଏ
							
ସମକକ୍ଷ : ବିଶେଷତା
ଅନ୍ୟ ଭାଷାରେ ଅନୁବାଦ :
A distinguishing quality.
characteristicଅର୍ଥ : ଏପରି ଗୁଣ, ଜ୍ଞାନ, ଅନୁଭବ, ଯୋଗ୍ୟତା ଓ କୁଶଳତା ଆଦି ଯାହା କାହାର କୌଣସି ପଦ, ସ୍ଥିତି, ଓ ପେଷା ଆଦି ପାଇଁ ଉପଯୁକ୍ତ ସିଦ୍ଧ ହୁଏ
							ଉଦାହରଣ : 
							ଭଲ ପଦ ପାଇଁ ବିଶିଷ୍ଟତା ଆବଶ୍ୟକ
							
ସମକକ୍ଷ : ଯୋଗ୍ୟତା