ଅର୍ଥ : ବିଶ୍ଳେଷଣ କରୁଥିବା ବ୍ୟକ୍ତି
							ଉଦାହରଣ : 
							ପ୍ରତ୍ୟେକ କ୍ଷେତ୍ରରେ ବିଶ୍ଳେଷକ ରହିଥାନ୍ତି
							
ସମକକ୍ଷ : ବିଶ୍ଲେଷଣ କର୍ତ୍ତା, ବିଶ୍ଳେଷି
ଅନ୍ୟ ଭାଷାରେ ଅନୁବାଦ :
वह जो विश्लेषण करता है।
हर क्षेत्र के विश्लेषक होते हैं।Someone who is skilled at analyzing data.
analystଅର୍ଥ : ଯେ ମୀମାଂସା ଶାସ୍ତ୍ରର ଜ୍ଞାତା ଏବଂ କୌଣସି କଥାର ମୀମାଂସା ବା ବିବେଚନା କରନ୍ତି
							ଉଦାହରଣ : 
							ରାମାନୁଜ ଜଣେ ପ୍ରସିଦ୍ଧ ମୀମାଂସକ ଥିଲେ
							
ସମକକ୍ଷ : ମୀମାଂସକ, ମୀମାଂସାକାର
ଅନ୍ୟ ଭାଷାରେ ଅନୁବାଦ :
वह जो मीमांसाशास्त्र का जानकार हो और किसी बात की मीमांसा या विवेचन करता हो।
रामानुज एक प्रसिद्ध मीमांसक थे।