ଅର୍ଥ : ବ୍ୟାକରଣରେ ଗୋଟିଏ ଚିହ୍ନ ଯାହା କୌଣସି ବର୍ଣ୍ଣରେ ଲଗା ଯାଇଥାଏ
							ଉଦାହରଣ : 
							ବିସର୍ଗରେ ଉପର ତଳହୋଇ ଦୁଇଟି ବଡ଼ ବିନ୍ଦୁ ଥାଏ ଯାହାର ଉଚ୍ଚାରଣ ପ୍ରାୟତଃ ଅଘୋଷ ହ ଭଳି ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
व्याकरण में एक चिन्ह जो किसी वर्ण के आगे लगाया जाता है।
विसर्ग में ऊपर-नीचे दो बिंदु होते हैं जिसका उच्चारण प्रायः अघोष ह के समान होता है।