ଅର୍ଥ : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
							ଉଦାହରଣ : 
							ପ୍ରସବ ବେଦନା ବାଞ୍ଝ କି ଜାଣେ
							
ସମକକ୍ଷ : ଜାଣିବା
ଅନ୍ୟ ଭାଷାରେ ଅନୁବାଦ :
Have firsthand knowledge of states, situations, emotions, or sensations.
I know the feeling!.ଅର୍ଥ : କାହାର ସ୍ୱଭାବ ବା ଗୁଣକୁ ଜାଣିବା
							ଉଦାହରଣ : 
							ମୁଁ ତାଂକୁ ବୁଝିପାରିଲିନାହିଁ
							
ସମକକ୍ଷ : ଜାଣିପାରିବା, ବୁଝିପାରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭାଷାର ଜ୍ଞାନ ହେବା
							ଉଦାହରଣ : 
							ମୁଁ ତାମିଲ ବୁଝିପାରେନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
Make sense of a language.
She understands French.