ଅର୍ଥ : କୌଣସି ବସ୍ତୁ ଆଦି ଅଧିକ ମାତ୍ରାରେ ଉପରୁ ପଡ଼ିବା ବା ପକେଇବାର ପ୍ରକ୍ରିୟା
							ଉଦାହରଣ : 
							ଭକ୍ତମାନେ ମହାତ୍ମାଜୀଙ୍କ ଉପରେ ପୁଷ୍ପ ବର୍ଷା କଲେ
							
ସମକକ୍ଷ : ବର୍ଷା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଜିନିଷର ବହୁତ ଅଧିକ ମାତ୍ରା ବା ସଂଖ୍ୟାରେ ଖସିବା ବା ପଡିବା କ୍ରିୟା
							ଉଦାହରଣ : 
							ଏଭଳି ପଇସା ବୃଷ୍ଟି  ସେ ଆଗରୁ କେବେ ଦେଖି ନଥିଲେପଥର ବର୍ଷାରୁ ରକ୍ଷାପାଇବା ପାଇଁ ପୋଲିସ ଗୁଳି ଚଳାଇଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣି ବର୍ଷିବା କ୍ରିୟା
							ଉଦାହରଣ : 
							ଭାରତର ଚେରାପୁଞ୍ଜିରେ ସବୁଠାରୁ ଅଧିକ ବୃଷ୍ଟି ହୁଏ  ଦୁଇଘଣ୍ଟା ହେଲାଣି ବର୍ଷା ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :