ଅର୍ଥ : ଉଗ୍ର ବା ବହୁତ କଷ୍ଟଦାୟକ ପୀଡ଼ା ବିଶେଷତଃ ହାର୍ଦ୍ଦିକ ବା ମାନସିକ ପୀଡ଼ା
							ଉଦାହରଣ : 
							ମୋର ହୃଦୟର ବେଦନା କେହି ବୁଝି ପାରିବେ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର କାବୁଲି ଡାଳିମ୍ବ
							ଉଦାହରଣ : 
							ସେ ଫଳ ଦୋକାନରୁ ଦୁଇ କିଲୋ ବେଦନା କଣିଲା
							
ଅନ୍ୟ ଭାଷାରେ ଅନୁବାଦ :