ଅର୍ଥ : କାଠ, ପିତ୍ତଳରେ ତିଆରି ଏହି ଉପକରଣ ଯେଉଁଥିରେ ପୁରିଆଦି ବେଲାଯାଏ
							ଉଦାହରଣ : 
							ମା ବେଲଣାରେ ରୁଟି ବେଲୁଛନ୍ତି
							
ସମକକ୍ଷ : ବେଲଣା
ଅନ୍ୟ ଭାଷାରେ ଅନୁବାଦ :
Utensil consisting of a cylinder (usually of wood) with a handle at each end. Used to roll out dough.
rolling pin