ଅର୍ଥ : ଧନ ନେଇ ପର ପୁରୁଷ ସହ ସମ୍ଭୋଗ କରିବା ପ୍ରକ୍ରିୟା
							ଉଦାହରଣ : 
							ଛୋଟ ସହର ଅପେକ୍ଷା ବଡ଼ ସହରରେ ବେଶ୍ୟାବୃତ୍ତି ଅଧିକ ଚାଲୁଛି
							
ସମକକ୍ଷ : ଦେହବ୍ୟବସାୟ
ଅନ୍ୟ ଭାଷାରେ ଅନୁବାଦ :
वेश्या बनकर अर्थात् धन लेकर पर-पुरुषों के साथ संभोग करने की क्रिया।
वेश्यावृत्ति छोटे शहरों की अपेक्षा बड़े शहरों में अधिक देखी जाती है।