ଅର୍ଥ : ବଡ଼ଲୋକଙ୍କ କୋଠାର ଏକ ବଡ଼ କୋଠରୀ ବା ବୈଠକ ଯେଉଁଥିରେ ଯାଆସ କରୁଥିବା ବ୍ୟକ୍ତିମାନେ ବସନ୍ତି
							ଉଦାହରଣ : 
							ନେତା  ବୈଠକଖାନାରେ ବସି ଲୋକଙ୍କ କଥା ଶୁଣୁଥିଲେ 
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଉପର ମହଲାରେ ତିଆରି କରାଯାଇଥିବା ଘର ଯାହାର ବ୍ୟବହାର ବୈଠକ ଆଦି ଭାବେ କରାଯାଏ
							ଉଦାହରଣ : 
							ସେ ଦୁହେଁ ଉପର ତାଲା ବୈଠକଖାନାରେ ବସି କିଛି ବିଚାର-ବିମର୍ଶ କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :