ଅର୍ଥ : ଯେଉଁ ଲଢ଼ୁଆ ବାୟୁଯାନ ସାହାଯ୍ୟରେ ଶତ୍ରୁମାନଙ୍କ ଉପରକୁ ବୋମା ପକାଯାଇଥାଏ
							ଉଦାହରଣ : 
							ବୋମାବର୍ଷୀ ବିମାନଦ୍ୱାରା ଅହରହ ବୋମା ବର୍ଷଣ କରାଯାଉଛି
							
ସମକକ୍ଷ : ବୋମାବର୍ଷୀ ବିମାନ
ଅନ୍ୟ ଭାଷାରେ ଅନୁବାଦ :
A military aircraft that drops bombs during flight.
bomber