ଅର୍ଥ : ମାଂସଳ ଚିକ୍କଣ୍ ପତ୍ରଯୁକ୍ତ ଏକ ଗୁଳ୍ମ ଯାହା ଔଷଧ ରୂପରେ ବ୍ୟବହୃତ ହୁଏ
							ଉଦାହରଣ : 
							ହରିଦ୍ୱାର ଆଖପାଖ ଗଙ୍ଗାକୂଳରେ ଶୁଦ୍ଧ ବ୍ରାହ୍ମୀ ବହୁପରିମାଣରେ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
European strong-scented perennial herb with grey-green bitter-tasting leaves. An irritant similar to poison ivy.
herb of grace, rue, ruta graveolensଅର୍ଥ : ବ୍ରହ୍ମାଙ୍କର ସାକାର ଶକ୍ତି
							ଉଦାହରଣ : 
							ବ୍ରାହ୍ମୀଙ୍କ ବର୍ଣ୍ଣନା ବେଦରେ ମଧ୍ୟ ମିଳେ
							
ସମକକ୍ଷ : ବ୍ରାହ୍ମଣୀ
ଅନ୍ୟ ଭାଷାରେ ଅନୁବାଦ :
ब्रह्मा की साकार शक्ति।
ब्राह्मी का वर्णन वेदों में भी मिलता है।A female deity.
goddess