ଅର୍ଥ : ବ୍ୟାଙ୍କର ଲକର ଯେଉଁଥିରେ ଲୋକେ କିଛି ଭଡା ଦେଇ ନିଜର ମୂଲ୍ୟବାନ ଜିନିଷପତ୍ର ଆଦି ରଖି ପାରନ୍ତି
							ଉଦାହରଣ : 
							ଶୀଲା ନିଜର ସବୁ ଗହଣା ବ୍ୟାଙ୍କ ଲକରରେ ରଖେ
							
ସମକକ୍ଷ : ଲକର
ଅନ୍ୟ ଭାଷାରେ ଅନୁବାଦ :
A storage compartment for clothes and valuables. Usually it has a lock.
cabinet, locker, storage locker