ଅର୍ଥ : ବ୍ୟାପ୍ତହେବା ବା ଚାରିଆଡ଼େ ପ୍ରସାରିତ ହେବା
							ଉଦାହରଣ : 
							ଈଶ୍ୱର ସର୍ବବ୍ୟାପୀ  ଧର୍ମରେ ବ୍ୟାପ୍ତ ଦୋଷକୁ ଦୂର କରିବାପାଇଁ ପ୍ରୟାସ ହେବା ଉଚିତ
							
ସମକକ୍ଷ : ଅବକୀର୍ଣ୍ଣ, ଆକୀର୍ଣ୍ଣ, ବ୍ୟାପୀ
ଅନ୍ୟ ଭାଷାରେ ଅନୁବାଦ :
Spreading or spread throughout.
Armed with permeative irony...he punctures affectations.