ଅର୍ଥ : ଲୁଗା, କାନ୍ଥଆଦି ଉପରେ ତିଆରି ହୋଇଥିବା ଫୁଲ ବା ଗଛଆଦି ଆକାରର ଚିହ୍ନ
						 
						 
					
							ଉଦାହରଣ : 
							ଏହି ପରଦା ଉପରେ ତିଆରି ହୋଇଥିବା ବଡ଼ ବୁଟିକାମ ଆକର୍ଷଣୀୟ ହୋଇଛି
							
					
							ସମକକ୍ଷ : 
							ବୁଟାକାମ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												कपड़ों, दीवारों आदि पर बने हुए फूलों या वृक्षों आदि के आकार के चिह्न।
												इस परदे पर बने हुए बूटे आकर्षक हैं।
														
													बड़ी बूटी, 
बूटा