ଅର୍ଥ : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
							ଉଦାହରଣ : 
							ପିଲାଟି ଚକ୍ରି ବୁଲାଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collectorଅର୍ଥ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
							ଉଦାହରଣ : 
							ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗାଲରେ ହେଉଥିବା ଗର୍ତ୍ତ(ବିଶେଷକରି ହସିବା ବା କିଛି କହିବା ବେଳେ)
							ଉଦାହରଣ : 
							ପ୍ରୀତି ଜିଣ୍ଟାର ଡିମ୍ପଲ ସୁନ୍ଦର ଲାଗେ
							
ସମକକ୍ଷ : ଡିମ୍ପଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ
							ଉଦାହରଣ : 
							ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା
							
ଅନ୍ୟ ଭାଷାରେ ଅନୁବାଦ :