ଅର୍ଥ : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
							ଉଦାହରଣ : 
							ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ  ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
							
ସମକକ୍ଷ : ପରିପୂରିତ, ପରିପୂର୍ଣ୍ଣ, ପୂର୍ଣ୍ଣ, ଭରା
ଅନ୍ୟ ଭାଷାରେ ଅନୁବାଦ :
Completed to perfection.
fulfilledଅର୍ଥ : ପୂରାପୂରି ଭରିଥିବା
							ଉଦାହରଣ : 
							ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
							
ଅନ୍ୟ ଭାଷାରେ ଅନୁବାଦ :
Containing as much or as many as is possible or normal.
A full glass.