ଅର୍ଥ : ପରିଚିତ ଭାବରେ ବା ପରିଚୟର ଆଧାରରେ ନିଜ ଜ୍ଞାନରେ
							ଉଦାହରଣ : 
							ମୁଁ ମହେଶକୁ ଭଲଭାବରେ ଜାଣିଛି
							
ଅନ୍ୟ ଭାଷାରେ ଅନୁବାଦ :
* परिचित रूप से या परिचय के आधार पर अपने ज्ञान से।
मैं महेश को अच्छी तरह जानता हूँ।ଅର୍ଥ : ବ୍ୟବସ୍ଥିତ ଭାବରେ
							ଉଦାହରଣ : 
							ଯେକୌଣସି କାମ ଠିକରେ କରିବା ଉଚିତ
							
ସମକକ୍ଷ : ଠିକରେ, ବ୍ୟବସ୍ଥାପୂର୍ବକ
ଅନ୍ୟ ଭାଷାରେ ଅନୁବାଦ :
In a systematic or consistent manner.
They systematically excluded women.ଅର୍ଥ : ଲାଭପ୍ରଦ ଢଙ୍ଗରେ ବା ଏହିପରି ଯାହାଦ୍ୱାରା ଲାଭ ହେବ
							ଉଦାହରଣ : 
							ମୋର ବ୍ୟବସାୟ ଠିକ୍ଠାକ୍ ଭାବରେ ଚାଲିଛି
							
ସମକକ୍ଷ : ଠିକ୍ଠାକ୍ ଭାବରେ, ସୁରୁଖୁରୁରେ
ଅନ୍ୟ ଭାଷାରେ ଅନୁବାଦ :
In a manner affording benefit or advantage.
She married well.