ଅର୍ଥ : ଆନନ୍ଦ ଦେଲାବାଲା ସମ୍ବନ୍ଧ
							ଉଦାହରଣ : 
							ଏହି ଦୃଶ୍ୟ ମୋତେ ଖୁସି ଲାଗୁଛି
							
ସମକକ୍ଷ : ଖୁସି ଲାଗିବା, ସୁଖ ଲାଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରୁଚିର ଅନୁକୂଳ ହେବା
							ଉଦାହରଣ : 
							ଆପଣଙ୍କୁ ସବୁ ଜିନିଷ ପସନ୍ଦ ଆସିବ ବୋଲି କିଛି ମାନେନାହିଁ   ମୋତେ ଏହି କାମ ପୋଷାଉନାହିଁ
							
ସମକକ୍ଷ : ପସନ୍ଦ ଆସିବା, ପୋଷେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୁନ୍ଦର ବା ଭଲ ଲାଗିବା
							ଉଦାହରଣ : 
							ଏହି ପୋଷାକ ଆପଣଙ୍କୁ ମାନୁଛି
							
ସମକକ୍ଷ : ମାନିବା, ଶୋଭିତ ହେବା
ଅନ୍ୟ ଭାଷାରେ ଅନୁବାଦ :
सुंदर या अच्छा लगना।
यह पोशाक आप पर खिल रही है।