ଅର୍ଥ : ବିଦ୍ୟା ଓ ବାଣୀର ଅଧିଷ୍ଠାତ୍ରୀ ଦେବୀ
							ଉଦାହରଣ : 
							ହଂସ ସରସ୍ୱତୀଙ୍କ ବାହାନ
							
ସମକକ୍ଷ : ଇରା, ଇଳା, ଜ୍ଞାନଦା, ପ୍ରଜ୍ଞା, ବାଗ୍ଦେବୀ, ବୀଣାପାଣି, ମହାଶୁକ୍ଳା, ମହାଶ୍ୱେତା, ଶାରଦା, ସରସ୍ୱତୀ
ଅନ୍ୟ ଭାଷାରେ ଅନୁବାଦ :
विद्या और वाणी की अधिष्ठात्री देवी।
सरस्वती का वाहन हंस है।Hindu goddess of learning and the arts.
sarasvatiଅର୍ଥ : ଦଶନାମୀ ସଂନ୍ୟାସୀଙ୍କମଧ୍ୟରୁ ଗୋଟିଏ
							ଉଦାହରଣ : 
							ଶ୍ରୀଙ୍ଗେରୀ ଭାରତୀ ସଂନ୍ୟାସୀଙ୍କ ନିବାସ ସ୍ଥଳ ଥିଲା
							
ସମକକ୍ଷ : ଭାରତୀ ସଂନ୍ୟାସୀ
ଅନ୍ୟ ଭାଷାରେ ଅନୁବାଦ :