ଅର୍ଥ : ଏକ ଭାଷାରେ ଲେଖା ହୋଇଥିବା ବିଷୟବସ୍ତୁ ବା କୁହାଯାଇଥିବା କଥାକୁ ଅନ୍ୟ ଭାଷାରେ ଲେଖିବା ବା କହିବା
							ଉଦାହରଣ : 
							ରାମାୟଣକୁ ଅଧିକାଂଶ ଭାଷାରେ ଅନୁବାଦ କରାଯାଇଛି
							
ସମକକ୍ଷ : ଅନୁବାଦ କରିବା, ଭାଷାଂତର କରିବା, ଭାଷାଂତରଣ କରିବା, ଭାଷାନ୍ତରଣ କରିବା, ରୂପାଂତର କରିବା, ରୂପାନ୍ତର କରିବା
ଅନ୍ୟ ଭାଷାରେ ଅନୁବାଦ :
एक भाषा में लिखी हुई विषयवस्तु या कही हुई बात को दूसरी भाषा में लिखना या कहना।
रामायण का अधिकांश भाषाओं में अनुवाद किया गया है।