ଅର୍ଥ : ବିନତିପୂର୍ବକ କିଛି ମାଗିବାର ପ୍ରକ୍ରିୟା
							ଉଦାହରଣ : 
							ଏଠାରେ ଭିକ୍ଷାବୃତ୍ତି କେତେକ ଲୋକଙ୍କର ପେଶା ହୋଇଯାଇଛି
							
ସମକକ୍ଷ : ଭିକ୍ଷାବୃତ୍ତି
ଅନ୍ୟ ଭାଷାରେ ଅନୁବାଦ :
A solicitation for money or food (especially in the street by an apparently penniless person).
beggary, begging, mendicancy