ଅର୍ଥ : କୌଣସି ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁବାନ୍ଧବ ଏବଂ ସାହିପଡ଼ିଶାଙ୍କୁ ଭୋଜିଭାତ ଖୁଆଇବା ବ୍ୟବସ୍ଥା
							ଉଦାହରଣ : 
							ସେ ଆଜି ସମସ୍ତଙ୍କୁ ପ୍ରୀତିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି
							
ସମକକ୍ଷ : ପ୍ରୀତିଭୋଜନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକାଧିକଲୋକ ଏକାଠି ବସି ଭୋଜନ କରୁଥିବା କ୍ରିୟା
							ଉଦାହରଣ : 
							ଆଜି ରାମ ଘରେ ଭୋଜି ଅଛି
							
ସମକକ୍ଷ : ପଂକ୍ତିଭୋଜନ, ପଙ୍ଗତ, ଭୋଜିଭାତ
ଅନ୍ୟ ଭାଷାରେ ଅନୁବାଦ :