ଅର୍ଥ : ଦେହ ବା ଶରୀରକୁ ଆତ୍ମା ବୋଲି ମାନିବାର ସିଦ୍ଧାନ୍ତ
							ଉଦାହରଣ : 
							ଭୌତିକବାଦରେ ଭୌତିକ କଥାକୁ ହିଁ ଗୁରୁତ୍ୱ ଦିଆଯାଏ
							
ସମକକ୍ଷ : ଅନାତ୍ମବାଦ, ଦେହାତ୍ମବାଦ, ପଦାର୍ଥବାଦ, ଭୌତିକବାଦ
ଅନ୍ୟ ଭାଷାରେ ଅନୁବାଦ :
देह या शरीर को ही आत्मा मानने का सिद्धान्त।
देहात्मवाद में देह को ही प्रधानता दी जाती है।