ଅର୍ଥ : କାନ୍ତି ମଳିନ ପଡ଼ିଯିବା
							ଉଦାହରଣ : 
							ଖରାପ ଖବର ଶୁଣି ତା ଚେହେରା ମଉଳିଗଲା
							
ସମକକ୍ଷ : ଝାଉଁଳି ଯିବା, ମ୍ଳାନ ପଡ଼ିଯିବା
ଅନ୍ୟ ଭାଷାରେ ଅନୁବାଦ :
कांति का मलिन पड़ना।
बुरी ख़बर सुन कर उसका चेहरा मुरझा गया।ଅର୍ଥ : ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା
							ଉଦାହରଣ : 
							ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା
							
ସମକକ୍ଷ : ଝାଉଁଳିଯିବା, ଶୁଖିଯିବା
ଅନ୍ୟ ଭାଷାରେ ଅନୁବାଦ :
Wither, as with a loss of moisture.
The fruit dried and shriveled.