ଅର୍ଥ : କୌଣସି ଉତ୍ସବ ଆରମ୍ଭ ହେବା ପୂର୍ବରୁ ଗାନ କରା ଯାଉଥିବା ଗୀତ
							ଉଦାହରଣ : 
							ବିବାହ ସମୟରେ ମଙ୍ଗଳ ଗୀତ ଗାନ କରାଯାଏ
							
ସମକକ୍ଷ : ମଙ୍ଗଳାଷ୍ଟକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଙ୍ଗଳ ଅବସରରେ ବା ମଙ୍ଗଳ କାମନା କରି ଗାନ କରା ଯାଉଥିବା ଗୀତ
							ଉଦାହରଣ : 
							ପୂଜା ସମୟରେ କେତେକ ମହିଳା ମଙ୍ଗଳ ଗୀତ ଗାଉଥିଲେ
							
ସମକକ୍ଷ : ମଙ୍ଗଳ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का गीत जो मंगल अवसरों पर गाया जाता है या मंगल की कामना से गाया जाता है।
पूजा के समय कुछ महिलाएँ मंगल गीत गा रही थीं।