ଅର୍ଥ : କେହି ଦୁଇଟି ପରିସ୍ଥିତିରେ, କଥାରେ, ଘଟଣାରେ, ସମ୍ବନ୍ଧ ଆଦିର ମଧ୍ୟରେ ବା ମଝିରେ
							ଉଦାହରଣ : 
							ସେ ଦୁଇ ଆଶଙ୍କାର ମଝିରେ ଫସିଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ
							ଉଦାହରଣ : 
							ଅଗଣାର ମଝିରେ ମନ୍ଦିର  ବରକୋଳିର ମଝିରେ ମଞ୍ଜି
							
ଅନ୍ୟ ଭାଷାରେ ଅନୁବାଦ :