ଅର୍ଥ : ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
							ଉଦାହରଣ : 
							ପ୍ରତ୍ୟେକ ବ୍ୟକ୍ତିଙ୍କର ପସନ୍ଦ ଅଲଗା ଅଲଗା  ଏ କାରରେ କେବଳ ଦୁଇଜଣ ବ୍ୟକ୍ତି ହିଁ ବସିପାରିବେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ ପ୍ରାଣୀ ଯାହାମଧ୍ୟରେ ଆମେ, ଆପଣ, ଏବଂ ସବୁ ଲୋକ ଅଛନ୍ତି
							ଉଦାହରଣ : 
							ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ
							
ଅନ୍ୟ ଭାଷାରେ ଅନୁବାଦ :
Any living or extinct member of the family Hominidae characterized by superior intelligence, articulate speech, and erect carriage.
homo, human, human being, man