ଅର୍ଥ : ସଂସଦ,ସଂସ୍ଥା ଆଦିର ସଦସ୍ୟ ବା ପ୍ରତିନିଧିଙ୍କୁ ନିର୍ବାଚିତ କରିବାପାଇଁ ଭୋଟ ବା ମତ ଦେବାର ଅଧିକାର
						 
						 
					
							ଉଦାହରଣ : 
							ନିର୍ବାଚନ ସମୟରେ ପ୍ରତ୍ୟେକ ମତଦାତା ନିଜନିଜର ମତାଧିକାର ପ୍ରୟୋଗ କରିବା ଆବଶ୍ୟକ
							
					
							ସମକକ୍ଷ : 
							ଭୋଟଅଧିକାର
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												संसद,संस्था आदि के सदस्य या प्रतिनिधि का निर्वाचन करने के लिए वोट या मत देने का अधिकार।
												चुनाव के समय प्रत्येक मतदाता को अपने मताधिकार का प्रयोग करना चाहिए।
														
													मताधिकार, 
वोटाधिकार