ଅର୍ଥ : ଉତ୍ତର ପ୍ରଦେଶର ଏକ ଜିଲ୍ଲା
							ଉଦାହରଣ : 
							ମଥୁରା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ମଥୁରା ସହରରେ ଅବସ୍ଥିତ
							
ସମକକ୍ଷ : ମଥୁରା ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के उत्तर प्रदेश राज्य का एक जिला।
मथुरा जिले का मुख्यालय मथुरा शहर में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : ଯମୁନା ନଦୀ କୂଳରେ ଅବସ୍ଥିତ ଏକ ପ୍ରାଚୀନ ଭାରତୀୟ ନଗର
							ଉଦାହରଣ : 
							କଂସ ମଥୁରାର ରାଜା ଥିଲେ
							
ସମକକ୍ଷ : ମଥୁରା ନଗରୀ
ଅନ୍ୟ ଭାଷାରେ ଅନୁବାଦ :