ଅର୍ଥ : ମନ ଯାହା ଚାହେଁ
							ଉଦାହରଣ : 
							ସମସ୍ତେ ମନଇଚ୍ଛା କାମ କରିବାକୁ ଚାହାନ୍ତି
							
ସମକକ୍ଷ : ମନଇଚ୍ଛା, ମନମୁତାବକ, ମନୁଆ
ଅନ୍ୟ ଭାଷାରେ ଅନୁବାଦ :
जिसे मन चाहे।
हर कोई मनमाना काम करना चाहता है।Based on or subject to individual discretion or preference or sometimes impulse or caprice.
An arbitrary decision.ଅର୍ଥ : ଯାହା ନିଜ ଇଛାନୁସାରେ ହୋଇଥାଏ
							ଉଦାହରଣ : 
							ଜଣେ ବଡ଼ ଅଧିକାରୀ ତାଙ୍କ ବିଭାଗରେ କେତେକ ମନମୁଖୀ ନିଯୁକ୍ତି କରିଛନ୍ତି  ମନମୁଖୀ ନିଯୁକ୍ତିଗୁଡ଼ିକର ଯାଞ୍ଚ ହେବା ଦରକାର
							
ସମକକ୍ଷ : ସ୍ୱେଚ୍ଛାଚାରୀ
ଅନ୍ୟ ଭାଷାରେ ଅନୁବାଦ :
Determined by chance or impulse or whim rather than by necessity or reason.
A capricious refusal.