ଅର୍ଥ : ଯେଉଁ କଥା ଗୁପ୍ତ ଥାଏ
							ଉଦାହରଣ : 
							ଚୋର ପୋଲିସ ସମ୍ମୁଖରେ ଚୋରିର ରହସ୍ୟ ଖୋଲିଦେଲା
							
ଅନ୍ୟ ଭାଷାରେ ଅନୁବାଦ :
Something that should remain hidden from others (especially information that is not to be passed on).
The combination to the safe was a secret.ଅର୍ଥ : ଶରୀରର ଯେଉଁସ୍ଥାନ ବା ଭାଗରେ ଆଘାତ ଲାଗିଲେ ଅତ୍ୟଧିକ ପୀଡ଼ା ହୋଇଥାଏ
							ଉଦାହରଣ : 
							ଶରୀରରେ ହୃଦୟ,କପାଳଆଦି ହେଉଛି ମର୍ମସ୍ଥଳ
							
ଅନ୍ୟ ଭାଷାରେ ଅନୁବାଦ :