ଅର୍ଥ : ଏକ ପ୍ରକାର ଆମ୍ବ
							ଉଦାହରଣ : 
							ନୀଲମ ତଥା ଦଶହରୀର ମିଶ୍ରଣରେ ପ୍ରାପ୍ତ ଏକ ଶଙ୍କରଜାତୀୟ ଆମ୍ବ ହେଉଛି ମଲ୍ଲିକା ଆମ୍ବ
							
ସମକକ୍ଷ : ମଲ୍ଲିକା ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का आम।
मल्लिका नीलम तथा दशहरी के निषेचन से प्राप्त एक संकर जाति का आम है।Large oval tropical fruit having smooth skin, juicy aromatic pulp, and a large hairy seed.
mangoଅର୍ଥ : ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ
							ଉଦାହରଣ : 
							ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି
							
ସମକକ୍ଷ : ରାଣୀ
ଅନ୍ୟ ଭାଷାରେ ଅନୁବାଦ :
Something personified as a woman who is considered the best or most important of her kind.
Paris is the queen of cities.ଅର୍ଥ : ରାଜଙ୍କ ପତ୍ନୀ
							ଉଦାହରଣ : 
							ରାଜା ଦଶରଥଙ୍କର ତିନି ରାଣୀ ଥିଲେ  ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ
							
ସମକକ୍ଷ : ନୃପ ବଲ୍ଲଭା, ବେଗମ୍, ମହିଷୀ, ରାଜପତ୍ନୀ, ରାଜ୍ଞୀ, ରାଣୀ
ଅନ୍ୟ ଭାଷାରେ ଅନୁବାଦ :
राजा की पत्नी।
राजा दशरथ की तीन रानियाँ थीं।ଅର୍ଥ : ମଲ୍ଲିକା ଆମ୍ବର ଗଛ
							ଉଦାହରଣ : 
							ସନ୍ ଉଣେଇଶ ଶହ ବାସ୍ତରୀମସିହାରେ  ପ୍ରଥମେ ମଲ୍ଲିକା ଆମ୍ବ ଗଛକୁ ସୃଷ୍ଟି କରା ଯାଇଥିଲା
							
ସମକକ୍ଷ : ମଲ୍ଲିକା ଆମ୍ବ ଗଛ, ମଲ୍ଲିକା ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango tree