ଅର୍ଥ : ମାଟି ଲଗାଇ ମାଜିବା
							ଉଦାହରଣ : 
							ଜେଜେ ସ୍ନାନକରିସାରି ସୂର୍ଯ୍ୟଦେବତାଙ୍କୁ ଜଳ ଦେବାପାଇଁ ଢାଳକୁ ମାଜୁଛନ୍ତି
							
ସମକକ୍ଷ : ଘଷି ପରିଷ୍କାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଇଳା ଛଡ଼େଇବା ବା ଚକ୍ଚକ୍ କରିବା ପାଇଁ କୌଣସି ବସ୍ତୁକୁ ରଗଡ଼ିବା
							ଉଦାହରଣ : 
							ଗାଁଲୋକେ ବାସନକୁସନକୁ  ପାଉଁଶ ବା ମାଟିରେ ମାଜନ୍ତି
							
ସମକକ୍ଷ : ମାଜକରିବା
ଅନ୍ୟ ଭାଷାରେ ଅନୁବାଦ :
मैल छुड़ाने या चिकना करने के लिए किसी वस्तु को रगड़ना।
गाँव के लोग बरतन को राख या मिट्टी से माँजते हैं।