ଅର୍ଥ : ଖଳାରେ ବେଙ୍ଗଳା ପକାଇବା ପୂର୍ବରୁ ଗ୍ରାମ ଦେବାତାଙ୍କ ନାମରେ ରଖାଯାଇଥିବା କିଛି ଶସ୍ୟ ବା ଟଙ୍କା ଆଦି
							ଉଦାହରଣ : 
							କୃଷକ ମାନସିକ ଫସଲ ଦାନ କରି ଦେଲା
							
ସମକକ୍ଷ : ଅମୁଣିଆଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୁଦ୍ଧି ସମ୍ବନ୍ଧୀୟ
							ଉଦାହରଣ : 
							କିଛି ପିଲାଙ୍କର ବୌଦ୍ଧିକ ବିକାଶ ଧୀରେ ଧୀରେ ହୁଏପଢ଼ାଇବା ଗୋଟିଏ ବୌଦ୍ଧିକ କାର୍ଯ୍ୟ
							
ସମକକ୍ଷ : ବୌଦ୍ଧିକ
ଅନ୍ୟ ଭାଷାରେ ଅନୁବାଦ :
Involving the mind or an intellectual process.
Mental images of happy times.ଅର୍ଥ : ମନ ସହିତ ସମ୍ବନ୍ଧିତ ବା ମନର କିମ୍ବା ମନରେ ହେଉଥିବା
							ଉଦାହରଣ : 
							ସେ ମାନସିକ ରୋଗରେ ପଡ଼ିଛି
							
ଅନ୍ୟ ଭାଷାରେ ଅନୁବାଦ :