ଅର୍ଥ : ଯେ ଦିଗ୍ଦର୍ଶନ କରାନ୍ତି
							ଉଦାହରଣ : 
							ଜଣେ ଉତ୍ତମ ଦିଗ୍ଦର୍ଶକ ବାଟବଣା ଲୋକଙ୍କୁ ଠିକ୍ ରାସ୍ତାକୁ ଆଣିପାରନ୍ତି
							
ସମକକ୍ଷ : ଦିଗ୍ଦର୍ଶକ, ପଥ ପ୍ରଦର୍ଶକ
ଅନ୍ୟ ଭାଷାରେ ଅନୁବାଦ :
वह जो दिग्दर्शन कराए।
एक सच्चा दिग्दर्शक भटके लोगों को सही रास्ते पर ला देता है।Someone who shows the way by leading or advising.
guideଅର୍ଥ : ଯାହା ସୂଚନା ଦିଏ
							ଉଦାହରଣ : 
							ରାସ୍ତା କଡ଼ରେ ମାର୍ଗ ଦର୍ଶକ ମାନଚିତ୍ର ଅଛି
							
ସମକକ୍ଷ : ମାର୍ଗ ସୂଚକ
ଅନ୍ୟ ଭାଷାରେ ଅନୁବାଦ :
(usually followed by `of') pointing out or revealing clearly.
Actions indicative of fear.